ಅರ್ಥ : ନିନ୍ଦା କରିବାବାଲା ବା ଅନ୍ୟର ଦୋଷ ଆଲୋଚନା କରିବା ବ୍ୟକ୍ତି
							ಉದಾಹರಣೆ : 
							କବୀର ନିନ୍ଦୁକମାନଙ୍କୁ ପାଖରେ ରଖିବାପାଇଁ ଉପଦେଶ ଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି
							ಉದಾಹರಣೆ : 
							ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା
							
ಸಮಾನಾರ್ಥಕ : ଆରୋପକାରୀ, କୁତ୍ସାକାରୀ, ନିନ୍ଦାକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ଅନ୍ୟର ନିନ୍ଦା କରିଚାଲେ
							ಉದಾಹರಣೆ : 
							ନିନ୍ଦୁକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ଆନ୍ୟର ନିନ୍ଦା କରିନଥାଏ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନାହିଁ
							
ಸಮಾನಾರ್ಥಕ : ଅପବାଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଦନାମ କରୁଥିବା
							ಉದಾಹರಣೆ : 
							ନିନ୍ଦୁକ ବ୍ୟକ୍ତିଠାରୁ ଦୂରେଇ ରହିବା ଭଲ
							
ಸಮಾನಾರ್ಥಕ : ଅପବାଦକାରୀ, କୁତ୍ସାକାରୀ, ନିନ୍ଦାକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :