ಅರ್ಥ : ନିକାଲିବା ବା ବାହାର କରିବାରକାମ
							ಉದಾಹರಣೆ : 
							ବର୍ଷାର ପାଣି ଠିକ ରୂପେ ନିଷ୍କାସନ ହୋଇପାରୁନାହିଁ
							
ಸಮಾನಾರ್ಥಕ : ବାହାରିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
							ಉದಾಹರಣೆ : 
							ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
							
ಸಮಾನಾರ್ಥಕ : ନିର୍ବାସନ, ବହିଷ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
The act of expelling a person from their native land.
Men in exile dream of hope.ಅರ್ಥ : ବାହାରିବା ଓ ବାହାରକରିବା ପ୍ରକ୍ରିୟା ବା ଭାବ
							ಉದಾಹರಣೆ : 
							ସହରରେ ଜଳ ନିଷ୍କାସନର ସୁବ୍ୟବସ୍ଥା ହେବା ଉଚିତ
							
ಇತರ ಭಾಷೆಗಳಿಗೆ ಅನುವಾದ :