ಅರ್ಥ : ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି
							ಉದಾಹರಣೆ : 
							ଚାକିରି ମିଳିଲା ମାତ୍ରେ ସେ ନିଜ ବାପା-ମାଆଙ୍କୁ ଭୁଲି କେବଳ ନିଜ ପରିବାର ପ୍ରତି ଧ୍ୟାନ ଦେବାକୁ ଲାଗିଲାକୃଷକ ଜଣକ ନିଜ ପୁଅମାନଙ୍କୁ ନିଜନିଜ ପରିବାରର ଭାର ସମ୍ଭାଳିବାକୁ କହିଲେ
							
ಸಮಾನಾರ್ಥಕ : ପରିବାର ବର୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ଘରର ଲୋକ
							ಉದಾಹರಣೆ : 
							ମୋର ପରିବାର ଏକାଠି ବସି ଖାଆନ୍ତି
							
ಸಮಾನಾರ್ಥಕ : କୁଟୁମ୍ବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ପୁରୁଷର ବଂଶଜ
							ಉದಾಹರಣೆ : 
							ତାଙ୍କ ପରିବାରରେ ଏକତା ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଶେଷ ଗୁଣ,ସମ୍ବନ୍ଧ ଆଦି ବିଚାରରେ ଜିନିଷଗୁଡିକର ବର୍ଗୀକରଣ
							ಉದಾಹರಣೆ : 
							ଆମ ଭାଷାବି ଆର୍ଯ୍ୟ-ଭାଷା ପରିବାରରେ ଆସେ
							
ಇತರ ಭಾಷೆಗಳಿಗೆ ಅನುವಾದ :