ಅರ್ಥ : କୌଣସି ବସ୍ତୁର ଅଚଳ ଅଂଶ
							ಉದಾಹರಣೆ : 
							ଏହି କମ୍ପ୍ୟୁଟରର ଆଧାର ଭାଙ୍ଗିଗଲା  ଏହି ଚଉକୀର ଗୋଟିଏ ଗୋଡ଼ ଭାଙ୍ଗିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
The lower part of anything.
Curled up on the foot of the bed.ಅರ್ಥ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
							ಉದಾಹರಣೆ : 
							ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି  ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
							
ಸಮಾನಾರ್ಥಕ : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ବିଭାଗ, ଭାଗ
ಇತರ ಭಾಷೆಗಳಿಗೆ ಅನುವಾದ :
Something determined in relation to something that includes it.
He wanted to feel a part of something bigger than himself.ಅರ್ಥ : କୌଣସି ଲୋକର ଗୋଡ଼ର ସବୁଠାରୁ ନୀଚ ଅଂଶ ଯାହା ଉପରେ ସେ ଠିଆ ହୁଏ ବା ଯାହାଦ୍ୱାରା ସେ ଚାଲେ
							ಉದಾಹರಣೆ : 
							କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
The part of the leg of a human being below the ankle joint.
His bare feet projected from his trousers.