ಅರ್ಥ : ପିନ୍ଧିବା ବା ଧାରଣ କରିବା କ୍ରିୟା
							ಉದಾಹರಣೆ : 
							ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ
							
ಸಮಾನಾರ್ಥಕ : ପରିଧାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
							ಉದಾಹರಣೆ : 
							ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
							
ಸಮಾನಾರ್ಥಕ : ଧାରଣ କରିବା, ପରିଧାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :