ಅರ್ಥ : ପେଷା କରାଯାଇଥିବା ବସ୍ତୁକୁ ଆଉଥରେ ପେଷିବା କ୍ରିୟା
							ಉದಾಹರಣೆ : 
							ଶୀଲା ମସଲାର ପିଷ୍ଟ-ପେଷଣ କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଠିକ ଭାବରେ କରାଯାଇଥିବା କାର୍ଯ୍ୟକୁ ପୁଣି ସେହି ଭଳି ଭାବରେ ଆଉଥରେ କରିବାପାଇଁ ବ୍ୟର୍ଥ ପରିଶ୍ରମ କରିବାର କ୍ରିୟା
							ಉದಾಹರಣೆ : 
							ବେଳେବେଳେ ସମାଚାର ଚାନେଲବାଲା କେତେକ ସମାଚାରର ପିଷ୍ଟ-ପେଷଣ କରି ତାକୁ ଉତ୍କର୍ଷ କରିଥାନ୍ତି
							
ಸಮಾನಾರ್ಥಕ : ଫେଣେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ठीक तरह से किए हुए कार्य को फिर उसी तरह दुबारा करने के लिए व्यर्थ परिश्रम करने की क्रिया।
कभी-कभी समाचार चैनलवाले कुछ समाचारों का पिष्ट-पेषण करके उसे उबाऊ बना देते हैं।