ಅರ್ಥ : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
							ಉದಾಹರಣೆ : 
							ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
							
ಸಮಾನಾರ್ಥಕ : ପୂର୍ଣ୍ଣ, ପୂର୍ଣ୍ଣତା, ପୂର୍ତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
The act of making something perfect.
perfectionಅರ್ಥ : ସମ୍ପୂର୍ଣ୍ଣ ଭାବରେ
							ಉದಾಹರಣೆ : 
							ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ
							
ಸಮಾನಾರ್ಥಕ : ଗୋଟା, ସମ୍ପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
							ಉದಾಹರಣೆ : 
							ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
							
ಸಮಾನಾರ್ಥಕ : ପୂର୍ଣ୍ଣ, ସମ୍ପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
Being complete of its kind and without defect or blemish.
A perfect circle.ಅರ್ಥ : ପୂରା ଭାବରେ
							ಉದಾಹರಣೆ : 
							ଏହି କଥା ସମ୍ପୂର୍ଣ୍ଣ ମିଛ  ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା  ସେ ସମ୍ପୂର୍ଣ୍ଣ ମୂର୍ଖ
							
ಸಮಾನಾರ್ಥಕ : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂର୍ଣ୍ଣରୂପରେ, ଶତପ୍ରତିଶତ, ସମ୍ପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
पूरी तरह से या थोड़ी मात्रा में भी।
यह बात बिल्कुल झूठ है।