ಅರ್ಥ : କୁସ୍ତିରେ ବିପକ୍ଷକୁ ହରାଇବାପାଇଁ ବା ଦବାଇବାପାଇଁ କାମରେ ଅଣାଯାଉଥିବା କୌଶଳ
							ಉದಾಹರಣೆ : 
							ସେ ମୋଟା ପହଲିମାନକୁ ଗୋଟିଏ ପେଚରେ ଚିତ୍କରିଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ କିଳା ବା କଣ୍ଟାର ମୁନିଆ ଅଗ୍ରଭାଗରୁ ଅଧା ପର୍ଯ୍ୟନ୍ତ ଘେରାଘେରା ହୋଇ ଥାଏ
							ಉದಾಹರಣೆ : 
							ପେଚକଣ୍ଟାକୁ ନ ପିଟି ମୋଡ଼ିକି ଲଗାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
A fastener with a tapered threaded shank and a slotted head.
screwಅರ್ಥ : ସ୍କୃ ଆଦିରେ ତିଆରି ହୋଇଥିବା ଗୋଲାକାର ମୋଡ
							ಉದಾಹರಣೆ : 
							ପେଚ ଥିବାରୁ ହିଁ ସ୍କୃ କୌଣସି ବସ୍ତୁରେ ସହଜରେ ଲାଗି ଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
पेच आदि में बना हुआ गोलाकार घुमाव।
पेच की चूड़ी के कारण ही पेच किसी वस्तु में आसानी से लग जाता है।