ಅರ್ಥ : ଯାହା ଗୋପନୀୟ ନୁହେଁ
							ಉದಾಹರಣೆ : 
							ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି
							
ಸಮಾನಾರ್ಥಕ : ଅଗୋପନୀୟ, ଅଲୁଚା, ଖୋଲାଖୋଲି, ଖୋଲାମେଲା, ପ୍ରକାଶ ଯୋଗ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Not concealed or hidden.
Her unconcealed hostility poisoned the atmosphere.ಅರ್ಥ : ପ୍ରକାଶିତ କରିବା ଯୋଗ୍ୟ ବା ପ୍ରକାଶିତ ହେବାକୁ ଥିବା
							ಉದಾಹರಣೆ : 
							ତାର ତିନିଟି ପ୍ରକାଶ୍ୟ ରଚନା ପ୍ରେସରେ ଅଛି
							
ಸಮಾನಾರ್ಥಕ : ପ୍ରକାଶନୀୟ
ಇತರ ಭಾಷೆಗಳಿಗೆ ಅನುವಾದ :
Suitable for publication.
publishable