ಅರ್ಥ : କାହାରିକୁ ବଶ କରି ଯେଉଁ କାର୍ଯ୍ୟ କରାଯାଏ
							ಉದಾಹರಣೆ : 
							ପ୍ରଲୋଭନ ଦେଖାଇ ଶିଶୁଟିକୁ ସହଜରେ ଚୁପ୍ କରାଯାଇପାରେ
							
ಇತರ ಭಾಷೆಗಳಿಗೆ ಅನುವಾದ :
The act of influencing by exciting hope or desire.
His enticements were shameless.ಅರ್ಥ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
							ಉದಾಹರಣೆ : 
							କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ  ଲୋଭ ଖରାପ ବିଷୟ
							
ಸಮಾನಾರ್ಥಕ : ଲିପ୍ସା, ଲୋଭ, ଲୋଲୁପତା, ଳାଳସା
ಇತರ ಭಾಷೆಗಳಿಗೆ ಅನುವಾದ :
Excessive desire to acquire or possess more (especially more material wealth) than one needs or deserves.
greed