ಅರ್ಥ : ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ
							ಉದಾಹರಣೆ : 
							ଠିଆ ହୋଇଥିବା ଧାନ ଫସଲ ଏବେ କାଟିବା ଯୋଗ୍ୟ ହୋଇଗଲାଣି  କୃଷକ ଫସଲ କାଟିବାକୁ ଗଲାଣି
							
ಸಮಾನಾರ್ಥಕ : ଠିଆ ଫସଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କ୍ଷେତରେ ଉତ୍ପନ୍ନ କରାଯାଉଥିବା ଶସ୍ୟଆଦି ଯାହା ଏବେ ଛୋଟ ଚାରା ଆକାରରେ ଲଗାଯାଇଛି
							ಉದಾಹರಣೆ : 
							ଏ ବର୍ଷ ବର୍ଷା କମ୍ ହେବାରୁ ଧାନ ଫସଲ ଭଲ ହୋଇନାହିଁ
							
ಸಮಾನಾರ್ಥಕ : ଶସ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :