ಅರ್ಥ : କିଛି ବସ୍ତୁକୁ ଫିଙ୍ଗିବା କ୍ରିୟା
							ಉದಾಹರಣೆ : 
							ଏହି ବସ୍ତୁଗୁଡ଼ିକୁ ଫିଙ୍ଗିବା ଆବଶ୍ୟକ ହୋଇଗଲା ବନବାସୀମାନେ ଅସ୍ତ୍ର-ଆକ୍ଷେପଣରେ ନିପୁଣ
							
ಸಮಾನಾರ್ಥಕ : ଆକ୍ଷେପଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
							ಉದಾಹರಣೆ : 
							ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
							
ಸಮಾನಾರ್ಥಕ : ନିକ୍ଷେପ କରିବା, ଫୋପାଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :