ಅರ್ಥ : ଆଘାତ, ରୋଗ କାରଣରୁ ଶରୀରର କୌଣସି ଅଙ୍ଗ (ଯନ୍ତ୍ରଣାସହ) ଫୁଲିବା
							ಉದಾಹರಣೆ : 
							ମାଡ଼ ଲାଗିବାରୁ ତା ଆଣ୍ଠୁ ଫୁଲିଗଲା
							
ಸಮಾನಾರ್ಥಕ : ସ୍ଫୀତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ଭିତରେ ପବନ ବା ତରଳ ପଦାର୍ଥ ପଶି ତାହା ଅଧିକ ବଢିବା
							ಉದಾಹರಣೆ : 
							ପାଣିରେ ବତୁରାଯାଇଥିବା ଚଣା ଫୁଲି ଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु के भीतर के भाग का हवा, तरल पदार्थ आदि के भर जाने से अधिक फैल जाना या बढ़ जाना।
यह गुब्बारा बहुत फूलता है।