ಅರ್ಥ : ବୁଲିବୁଲି ଖୁଚୁରା ଜିନିଷ ବିକ୍ରି କରୁଥିବା ଛୋଟ ବେପାରୀ
							ಉದಾಹರಣೆ : 
							ଗାଁରେ ଲୋକମାନେ ବୁଲାବିକାଳୀଙ୍କଠାରୁ କିଛି ଦରକାରୀ ଜିନିଷ କିଣି ନିଅନ୍ତି
							
ಸಮಾನಾರ್ಥಕ : ଖୁଚୁରାବେପାରୀ, ବୁଲାବିକାଳୀ, ବୁଲାବେପାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବୁଲିବୁଲି ସଉଦା ବିକୁଥିବା ବ୍ୟକ୍ତି
							ಉದಾಹರಣೆ : 
							ଫେରିବାଲାର ଶବ୍ଦ ଶୁଣି ପିଲାମାନେ ଘରୁ ବାହାରକୁ ଦୌଡ଼ି ଆସିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :