ಅರ್ಥ : ପୋଡ଼ିଗଲାପରେ ଚମଡ଼ାରେ ହେଉଥିବା ପାଣି-ଭରା ଫୁଲା
							ಉದಾಹರಣೆ : 
							ପୋଡ଼ି ଯାଇଥିବାରୁ ମୋହନର ଶରୀରରେ ଫୋଟକା ହୋଇଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚମଡ଼ା ଜୋତା ଘଷି ହେବା ଫଳରେ ହେଉଥିବା ଘାଆ
							ಉದಾಹರಣೆ : 
							ମୋ ଡାହାଣ ପାଦରେ ଫୋଟକା ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
							ಉದಾಹರಣೆ : 
							ଆମେ ଦିପାବଳୀ ଦିନ ବାଣ ଫୁଟାଉ
							
ಇತರ ಭಾಷೆಗಳಿಗೆ ಅನುವಾದ :
Firework consisting of a small explosive charge and fuse in a heavy paper casing.
banger, cracker, firecrackerಅರ್ಥ : ଶରୀର ଉପରେ ହୋଇଥିବା କୌଣସି ଛୋଟ ଗୋଲାକାର ଫୁଲା
							ಉದಾಹರಣೆ : 
							ପିଲାଟି ମୁଁହରେ ବସନ୍ତ ଫୋଟକା ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :