ಅರ್ಥ : ଜୋରରେ ଭଡ଼ଭଡ଼ ବା ବକବକ ହେବା
							ಉದಾಹರಣೆ : 
							କେତେବେଳ ଯାଏଁ ବକବକ ହେଉଥିବ,ଏବେ ସେତିକିରେ ବନ୍ଦ କର
							
ಸಮಾನಾರ್ಥಕ : ବୃଥାରେ ଗପିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟର କଥା ନ ଶୁଣି ନିଜକଥା ଅନବରତ କହିଚାଲିବା
							ಉದಾಹರಣೆ : 
							ମୀନା ଦେଶାଇ କେବଳ ନିଜ ବିଷୟରେ ହିଁ ବକବକ କରେ
							
ಸಮಾನಾರ್ಥಕ : ବକବକ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :