ಅರ್ಥ : ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ
							ಉದಾಹರಣೆ : 
							ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି
							
ಸಮಾನಾರ್ಥಕ : କାନ୍ତ, ଗିରସ୍ତ, ଗେରସ୍ତ, ଘଇତା, ଘରବାଲା, ଜୀବନସାଥୀ, ନାଥ, ପତି, ପ୍ରଭୁ, ଭର୍ତ୍ତା, ମରଦ, ମର୍ବ୍ଦ, ମିଆଁ, ସ୍ୱାମୀ
ಇತರ ಭಾಷೆಗಳಿಗೆ ಅನುವಾದ :
स्त्री की दृष्टि से उसका विवाहित पुरुष।
शीला का पति किसानी करके परिवार का पालन-पोषण करता है।ಅರ್ಥ : କୌଣସି ଦେବତା ବା ବଡ଼ଲୋକ ପ୍ରସନ୍ନ ହୋଇ କିଛି ମଗାଯାଇଥିବା ଜିନିଷ ବା ସିଦ୍ଧିଆଦି ଦେବାର କ୍ରିୟା ବା ଭାବ
							ಉದಾಹರಣೆ : 
							ମହାତ୍ମା ତାଙ୍କୁ ପୁତ୍ରପ୍ରାପ୍ତିର ବର ଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ବିବାହ ତୁରନ୍ତ ହେବାକୁ ଯାଉଛି ବା ହେଉଛି
							ಉದಾಹರಣೆ : 
							ନିଜ ପୁଅକୁ ବର ରୂପରେ ଦେଖି ମାଆ ବହୁତ ଆନନ୍ଦିତ ଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :