ಅರ್ಥ : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
							ಉದಾಹರಣೆ : 
							ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
							
ಸಮಾನಾರ್ಥಕ : ବହିଷ୍କରଣ, ବହିଷ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
A group's refusal to have commercial dealings with some organization in protest against its policies.
boycottಅರ್ಥ : କୌଣସି କାରଣରୁ ସଭା,କାର୍ଯ୍ୟ ଆଦି ଛାଡ଼ି ଚାଲିଯିବାର ପ୍ରକ୍ରିୟା
							ಉದಾಹರಣೆ : 
							ବିରୋଧୀ ଦଳ ସଭ୍ୟମାନେ ଆଜି ସଂସଦ ସଭା ବର୍ଜନ କଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
The act of walking out (of a meeting or organization) as a sign of protest.
There was a walkout by the Black members as the chairman rose to speak.