ಅರ್ಥ : କୃଷ୍ଣଙ୍କ ବଡ଼ ଭାଇ ଯିଏ ରୋହିଣୀଙ୍କ ପୁତ୍ର ଥିଲେ
							ಉದಾಹರಣೆ : 
							ବଳରାମଙ୍କୁ ଶେଷନାଗଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ
							
ಸಮಾನಾರ್ಥಕ : କାମପାଳ, ବଳଦେବ, ବଳଭଦ୍ର, ବଳରାମ, ରେବତୀରମଣ, ରେବତୀଶ, ଲାଙ୍ଗଳୀ, ସଂକର୍ଷଣ, ହଳଧର
ಇತರ ಭಾಷೆಗಳಿಗೆ ಅನುವಾದ :
कृष्ण के बड़े भाई जो रोहिणी के पुत्र थे।
बलराम शेषनाग के अवतार माने जाते हैं।Elder brother of Krishna. An incarnation of Vishnu.
balaramaಅರ್ಥ : ଶରୀରର ବଳ
							ಉದಾಹರಣೆ : 
							ପୌଷ୍ଟିକ ଭୋଜନ ନ ମିଳିଲେ ବଳ କମିଯାଏ
							
ಸಮಾನಾರ್ಥಕ : ଜୋର, ତାକତ, ଦମ, ଶାରୀରିକ ବଳ, ଶାରୀରିକ ଶକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
शरीर का बल।
पौष्टिक भोजन न मिलने पर ताक़त कम हो जाती है।Physical energy or intensity.
He hit with all the force he could muster.ಅರ್ಥ : ଜଣେ ଅସୁର
							ಉದಾಹರಣೆ : 
							ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଅସୁରକୁ ଇନ୍ଦ୍ର ମାରିଥିଲେ
							ಉದಾಹರಣೆ : 
							ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଶକ୍ତିରେ ଆମେ କାହାରି କିଛି କରିପାରୁ
							ಉದಾಹರಣೆ : 
							ତା ଉପରେ ଆମର କୌଣସି ଜୋର୍ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
							ಉದಾಹರಣೆ : 
							ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
							
ಸಮಾನಾರ್ಥಕ : ତାକତ୍, ପାରିବାପଣ, ଶକ୍ତି, ସମର୍ଥନ
ಇತರ ಭಾಷೆಗಳಿಗೆ ಅನುವಾದ :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।ಅರ್ಥ : ରାଜ୍ୟ ବା ଶାସନର ସଶସ୍ତ୍ର ସୈନିକ ଆଦିଙ୍କର ଯେଉଁ ବର୍ଗଙ୍କ ସହାୟତାରେ ଯୁଦ୍ଧ,ସୁରକ୍ଷା,ଶାନ୍ତି ସ୍ଥାପନ ଆଦି କାର୍ଯ୍ୟ ହୋଇଥାଏ
							ಉದಾಹರಣೆ : 
							ଆମ ରାଜ୍ୟରେ ପୋଲିସ ବଳ ବହୁତ ସଶକ୍ତ
							
ಸಮಾನಾರ್ಥಕ : ଫୋର୍ସ
ಇತರ ಭಾಷೆಗಳಿಗೆ ಅನುವಾದ :