ಅರ್ಥ : ଜମିବା ବା ଜମାଇବାର କ୍ରିୟା ବା ଭାବ
							ಉದಾಹರಣೆ : 
							ଦହି ଭଲ ଭାବେ ବସିଛି  କାନ୍ଥ ଉପରେ ଶିଉଳି ଜମା ହୋଇଛି
							
ಸಮಾನಾರ್ಥಕ : ଜମିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭେଟିବା ଉଦ୍ଦେଶ୍ୟରେ କାହା ଘରକୁ ଯିବାର କାମ
							ಉದಾಹರಣೆ : 
							ଲୋକଙ୍କ ଘରେ ବସିବାରେ ପୂରାଦିନ ବିତିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
The act of going to see some person or place or thing for a short time.
He dropped by for a visit.ಅರ್ಥ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
							ಉದಾಹರಣೆ : 
							ରଜତ ବସ୍ରେ ଚଢ଼ିଲା
							
ಸಮಾನಾರ್ಥಕ : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ଚଢ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।ಅರ್ಥ : ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ
							ಉದಾಹರಣೆ : 
							ଅତିଥି ବୈଠକଖାନାରେ ବସିଛନ୍ତି
							
ಸಮಾನಾರ್ಥಕ : ଆସନ ଗ୍ରହଣ କରିବା, ଆସୀନ ହେବା, ବିରାଜ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
शरीर का नीचेवाला आधा भाग किसी आधार पर टिकाकर या रखकर पट्ठों के बल स्थित होना।
मेहमान बैठकखाने में बैठे हैं।ಅರ್ಥ : ମନ ଆଦି ଭଲ ଭାବରେ ସ୍ଥିର ହେବା ଫଳରେ ତାହା ସହଜ ଭାବରେ ବାହାରି ପାରିବ ନାହିଁ
							ಉದಾಹರಣೆ : 
							ଆପଣଙ୍କ କଥା ତାଙ୍କ ମସ୍ତିଷ୍କରେ ଜମି ଯାଇଛିସମ୍ରାଟଙ୍କର ଏଭଳି ପ୍ରତାପ ରହିଛି ଯେ କିଛି ରାଜା ବିନା ଯୁଦ୍ଧରେ ତାଙ୍କ ଅଧୀନତା ସ୍ୱୀକାର କରିନେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
							ಉದಾಹರಣೆ : 
							ଟାଇଲ ଏବେ ଚଟାଣ ଉପରେ ବସିଗଲା
							
ಸಮಾನಾರ್ಥಕ : ଜମିବା
ಇತರ ಭಾಷೆಗಳಿಗೆ ಅನುವಾದ :
Settle into a position, usually on a surface or ground.
Dust settled on the roofs.ಅರ್ಥ : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
							ಉದಾಹರಣೆ : 
							ଛାତ ସିଢ଼ିରେ ଶିଉଳି ଜମିଛି
							
ಸಮಾನಾರ್ಥಕ : ଜମିବା
ಇತರ ಭಾಷೆಗಳಿಗೆ ಅನುವಾದ :
Settle into a position, usually on a surface or ground.
Dust settled on the roofs.