ಅರ್ಥ : ବିକାଶ ପ୍ରାପ୍ତ ହେବା
							ಉದಾಹರಣೆ : 
							ଆମ ବେପାର ଧୀରେଧୀରେ ବିକଶିତ ହେଉଛି
							
ಸಮಾನಾರ್ಥಕ : ଉନ୍ନତ ହେବା, ବିକଶିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଢ଼ର ଫୁଲ ରୂପକୁ ବଦଳିବା
							ಉದಾಹರಣೆ : 
							ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
							
ಸಮಾನಾರ್ಥಕ : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ଫୁଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।