ಅರ್ಥ : ନୀତି ପଥରୁ ଭ୍ରଷ୍ଟ କରିବା
							ಉದಾಹರಣೆ : 
							ସେ ମୋ ଛୁଆକୁ ଖରାପ କରିଦେଲା
							
ಸಮಾನಾರ್ಥಕ : ଖରାପ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
नीति पथ से भ्रष्ट करना।
उसने मेरे बच्चे को बिगाड़ दिया।ಅರ್ಥ : କୌଣସି ବସ୍ତୁକୁ ତିଆରି କରିବା ସମୟରେ ଏଭଳି ଦୋଷ ଉତ୍ପନ୍ନ କରିବା ଯେପରିକି ତାହା ଠିକ ହେବନାହିଁ
							ಉದಾಹರಣೆ : 
							ଦର୍ଜୀ ମୋର ଡ୍ରେସ ଖରାପ କରିଦେଲା
							
ಸಮಾನಾರ್ಥಕ : ଖରାପ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु को बनाते समय ऐसा दोष उत्पन्न करना कि वह ठीक न बने।
दर्जी ने मेरा ड्रेस बिगाड़ दिया।ಅರ್ಥ : ଖରାପ ଅବସ୍ଥାକୁ ଆଣିବା
							ಉದಾಹರಣೆ : 
							ରଞ୍ଜନ ମୋ ଘଣ୍ଟାକୁ ଖରାପ କରିଦେଲା
							
ಸಮಾನಾರ್ಥಕ : ଖରାପ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପଦାର୍ଥର ସ୍ୱାଭାବିକ ଗୁଣ ଅଥବା ସ୍ୱଭାବରେ ବିକାର ଉତ୍ପନ୍ନ କରିବା
							ಉದಾಹರಣೆ : 
							କ୍ରୋଧିଁ ତାର ଚେହେରାକୁ ହିଁ ଖରାପ  କରିଦେଲା
							
ಸಮಾನಾರ್ಥಕ : ଖରାପ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी पदार्थ के स्वाभाविक गुण अथवा स्वभाव में विकार उत्पन्न करना।
जलन वश उसने उसका चेहरा ही बिगाड़ दिया।ಅರ್ಥ : ଖରାପ ଅଭ୍ୟାସ ଲଗାଇବା
							ಉದಾಹರಣೆ : 
							ସଙ୍ଗତି ପ୍ରାୟଶଃ ବହୁତଙ୍କୁ ଖରାପ କରେ
							
ಸಮಾನಾರ್ಥಕ : ଖରାପ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :