ಅರ್ಥ : ଯେଉଁ ସମୟ ମଧ୍ୟରେ କୌଣସି ସ୍କୁଲରେ ପଢ଼ାପଢ଼ି କାର୍ଯ୍ୟ ଚାଲେ
							ಉದಾಹರಣೆ : 
							ସ୍କୁଲ୍ ପରେ ଆମେ ସିଧା ଘରକୁ ଯିବୁ  ମୋର ସ୍କୁଲ୍ ଚାରିଟା ଯାଏଁ
							
ಸಮಾನಾರ್ಥಕ : ସ୍କୁଲ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସ୍ଥାନରେ ପ୍ରାଥମିକ, ମାଧ୍ୟମିକ, ବା ଉଚ୍ଚମାଧ୍ୟମିକ ସ୍ତରର ଔପଚାରିକ ଶିକ୍ଷା ଦିଆଯାଏ
							ಉದಾಹರಣೆ : 
							ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷା ଦିଆଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
A building where young people receive education.
The school was built in 1932.ಅರ್ಥ : କୌଣସି ଶିକ୍ଷା ପ୍ରଦାନ କରାଯାଉଥିବା ସଂସ୍ଥାର ଶିକ୍ଷକ ଓ ଛାତ୍ରଛାତ୍ରୀ
							ಉದಾಹರಣೆ : 
							ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅତି ଧୁମଧାମରେ ପାଳନ କରାଗଲା
							
ಸಮಾನಾರ್ಥಕ : ସ୍କୁଲ୍
ಇತರ ಭಾಷೆಗಳಿಗೆ ಅನುವಾದ :
An educational institution's faculty and students.
The school keeps parents informed.ಅರ್ಥ : ସୃଜନାତ୍ମକ କଳାକାର ବା ରଚନାକାର ବା ବିଚାରକମାନଙ୍କ ସମୂହର ଯେଉଁ ଶୈଳୀ ସମାନ ହୋଇଥାଏ ବା ଯାହା ସମାନ ଗୁରୁମାନଙ୍କ ସହିତ ସମ୍ବନ୍ଧିତ ହୋଇଥାଏ
							ಉದಾಹರಣೆ : 
							ପତଞ୍ଜଳି ପାଣିନୀ ସ୍କୁଲର ଜଣେ ମହାନ ବୈୟାକରଣ ଥିଲେ
							
ಸಮಾನಾರ್ಥಕ : ସ୍କୁଲ
ಇತರ ಭಾಷೆಗಳಿಗೆ ಅನುವಾದ :
A body of creative artists or writers or thinkers linked by a similar style or by similar teachers.
The Venetian school of painting.ಅರ್ಥ : ଯେଉଁ ସ୍ଥାନରେ ବିଦ୍ୟାପ୍ରଦାନ କରାଯାଏ
							ಉದಾಹರಣೆ : 
							ଆମ ବିଦ୍ୟାଳୟରେ ବାରଟି କକ୍ଷ ଅଛି
							
ಸಮಾನಾರ್ಥಕ : ବିଦ୍ୟାପୀଠ, ଶିକ୍ଷାଳୟ, ଶିକ୍ଷାୟତନ୍ ସ୍କୁଲ୍
ಇತರ ಭಾಷೆಗಳಿಗೆ ಅನುವಾದ :
वह जगह जहाँ शिक्षा दी जाती हो।
प्राचीन शिक्षणालयों की मरम्मत की जा रही है।ಅರ್ಥ : ଏକ ଶୈକ୍ଷିକ ସଂସ୍ଥା ବା ଶିକ୍ଷା ଦେଉଥିବା ସଂସ୍ଥା
							ಉದಾಹರಣೆ : 
							ଏହି ବିଦ୍ୟାଳୟର ସ୍ଥାପନା ଚାରି ବର୍ଷ ପୂର୍ବେ ହୋଇଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
एक शैक्षिक संस्था या शिक्षा देने वाली संस्था।
इस शिक्षणालय की स्थापना चार साल पहले हुई थी।