ಅರ್ಥ : ଭିତରେ ଭର୍ତ୍ତିହୋଇଥିବା ନିଆଁ ବା ଗରମର ଫୁଟି ଉଠିବା କାରଣରୁ ବାହାରକୁ ଆସିବାର କ୍ରିୟା
							ಉದಾಹರಣೆ : 
							ଆଗ୍ନେୟଗିରିର ବିସ୍ଫୋରଣରେ ବହୁତ କ୍ଷତି ହେଲା
							
ಸಮಾನಾರ್ಥಕ : ବିସ୍ଫୋଟନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
							ಉದಾಹರಣೆ : 
							ବମ୍ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
							
ಸಮಾನಾರ್ಥಕ : ବିସ୍ଫୋଟନ
ಇತರ ಭಾಷೆಗಳಿಗೆ ಅನುವಾದ :