ಅರ್ಥ : କୌଣସି ବସ୍ତୁ ଆଦି ଅଧିକ ମାତ୍ରାରେ ଉପରୁ ପଡ଼ିବା ବା ପକେଇବାର ପ୍ରକ୍ରିୟା
							ಉದಾಹರಣೆ : 
							ଭକ୍ତମାନେ ମହାତ୍ମାଜୀଙ୍କ ଉପରେ ପୁଷ୍ପ ବର୍ଷା କଲେ
							
ಸಮಾನಾರ್ಥಕ : ବର୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଜିନିଷର ବହୁତ ଅଧିକ ମାତ୍ରା ବା ସଂଖ୍ୟାରେ ଖସିବା ବା ପଡିବା କ୍ରିୟା
							ಉದಾಹರಣೆ : 
							ଏଭଳି ପଇସା ବୃଷ୍ଟି  ସେ ଆଗରୁ କେବେ ଦେଖି ନଥିଲେପଥର ବର୍ଷାରୁ ରକ୍ଷାପାଇବା ପାଇଁ ପୋଲିସ ଗୁଳି ଚଳାଇଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଣି ବର୍ଷିବା କ୍ରିୟା
							ಉದಾಹರಣೆ : 
							ଭାରତର ଚେରାପୁଞ୍ଜିରେ ସବୁଠାରୁ ଅଧିକ ବୃଷ୍ଟି ହୁଏ  ଦୁଇଘଣ୍ଟା ହେଲାଣି ବର୍ଷା ହେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :