ಅರ್ಥ : ଯାହାର ବା ଯେଉଁ ବିଷୟରେ ନିର୍ଣ୍ଣୟ ହୋଇସାରିଛି
							ಉದಾಹರಣೆ : 
							ଏହା ନିର୍ଣ୍ଣିତ ବିଷୟ, ଏବେ ଏହା ଉପରେ ତର୍କ କରିବାର କୌଣସି ଆବଶ୍ୟକତା ନାହିଁ
							
ಸಮಾನಾರ್ಥಕ : ନିର୍ଣ୍ଣିତ, ସମାପିତ, ସ୍ଥିରୀକୃତ
ಇತರ ಭಾಷೆಗಳಿಗೆ ಅನುವಾದ :
Established or decided beyond dispute or doubt.
With details of the wedding settled she could now sleep at night.ಅರ್ಥ : କୌଣସି ପ୍ରକାରର ବ୍ୟବସ୍ଥା ବା ନିୟମ ସହ ଯୁକ୍ତ
							ಉದಾಹರಣೆ : 
							ସେ କୋଠରୀରେ ସଜାଡ଼ିକି ରଖାଯାଇଥିବା ଜିନିଷଗୁଡ଼ିକୁ ଛିନଛତ୍ର କରିଦେଲା
							
ಸಮಾನಾರ್ಥಕ : ଠିକ୍ରୂପେ, ପ୍ରବନ୍ଧିତ, ସଜ୍ଜିତ
ಇತರ ಭಾಷೆಗಳಿಗೆ ಅನುವಾದ :
Methodical and efficient in arrangement or function.
How well organized she is.