ಅರ್ಥ : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
							ಉದಾಹರಣೆ : 
							ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
							
ಸಮಾನಾರ್ಥಕ : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ଶୁଦ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
Free of extraneous elements of any kind.
Pure air and water.ಅರ್ಥ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
							ಉದಾಹರಣೆ : 
							ଆଜିର ପାଗ ବହୁତ ବଢ଼ିଆ
							
ಇತರ ಭಾಷೆಗಳಿಗೆ ಅನುವಾದ :
Having great beauty and splendor.
A glorious spring morning.ಅರ್ಥ : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
							ಉದಾಹರಣೆ : 
							ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
							
ಸಮಾನಾರ್ಥಕ : ଭଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବହୁତ ବଢ଼ିଆ
							ಉದಾಹರಣೆ : 
							ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
							
ಸಮಾನಾರ್ಥಕ : ଅତିଉତ୍ତମ, ବହୁତ ଭଲ, ଭଲ
ಇತರ ಭಾಷೆಗಳಿಗೆ ಅನುವಾದ :
Very good. Of the highest quality.
Made an excellent speech.ಅರ್ಥ : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
							ಉದಾಹರಣೆ : 
							ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
Having desirable or positive qualities especially those suitable for a thing specified.
Good news from the hospital.ಅರ್ಥ : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
							ಉದಾಹರಣೆ : 
							ଆଜି ସଚିନ୍ ଭଲ ଖେଳିଲା
							
ಸಮಾನಾರ್ಥಕ : ଭଲ
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।