ಅರ್ಥ : ଶରୀରର ଯେଉଁ ସ୍ଥିତିରୁ ଚିତ୍ତର ଭାବ ପ୍ରକଟ ହୁଏ
							ಉದಾಹರಣೆ : 
							ସହଯାତ୍ରୀଙ୍କ ହାବଭାବ ଦେଖି ଆମେ ସତର୍କ ହୋଇଗଲୁ
							
ಸಮಾನಾರ್ಥಕ : ହାବଭାବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
							ಉದಾಹರಣೆ : 
							ଏହି କାମ ବିଷୟରେ ତା’ର ଅନୁଭବ ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
The accumulation of knowledge or skill that results from direct participation in events or activities.
A man of experience.ಅರ್ಥ : ଯେଉଁଥିରେ ହେବାର କ୍ରିୟା ନିହିତ
							ಉದಾಹರಣೆ : 
							ସୁନ୍ଦରତାରେ ସୁନ୍ଦର ହେବାର ଭାବ ରହିଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ
							ಉದಾಹರಣೆ : 
							ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ
							
ಸಮಾನಾರ್ಥಕ : ଅଭିପ୍ରାୟ, ଅର୍ଥ, ତାତ୍ପର୍ଯ୍ୟ, ମାନେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନାୟିକାର ସ୍ବାଭାବିକ ଚେଷ୍ଟା ଯାହା ସଂଭୋଗ ସମୟରେ ପୁରୁଷକୁ ଆକର୍ଷିତ କରିଥାଏ
							ಉದಾಹರಣೆ : 
							ସାହିତ୍ୟରେ ଏଗାରଟି ଭାବ ଥିବା ଗୃହୀତ
							
ಇತರ ಭಾಷೆಗಳಿಗೆ ಅನುವಾದ :
संयोग के समय नायिका की स्वाभाविक चेष्टाएँ जो पुरुष को आकर्षित करती हैं।
साहित्य में ग्यारह हाव गिनाए गए हैं।