ಅರ್ಥ : ଜଗତର ମୂଳ କାରଣ
							ಉದಾಹರಣೆ : 
							ସାଂଖ୍ୟ ଦର୍ଶନ ଅନୁସାରେ ତତ୍ତ୍ୱର ସଂଖ୍ୟା ପଚିଶି ବୋଲି କୁହାଯାଇଛି
							
ಸಮಾನಾರ್ಥಕ : ତତ୍ତ୍ୱ, ମୂଳ ଦ୍ରବ୍ୟ, ସତ୍ତ୍ୱ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଶ୍ବ୍ଥ ଗଛ ଆଦିରେ ରହୁଥିବା ଗୋଟିଏ ପ୍ରକାରର ଭୂତ
							ಉದಾಹರಣೆ : 
							ଏହି ଅଶ୍ବଥ ବୃକ୍ଷରେ ଗୋଟିଏ ଭୂତ ରହୁଅଛି ବୋଲି ଗ୍ରାମବାସୀ କୁହନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
एक प्रकार का भूत जो पेड़ विशेषकर पीपल आदि पर रहता है।
गाँववाले बताते हैं कि इस पीपल पर एक रुखचढ़वा रहता है।