ಅರ್ಥ : ଭ୍ରମ କାରଣରୁ ଏକ ବସ୍ତୁକୁ ଅନ୍ୟ ବସ୍ତୁ ବୁଝିବାର କ୍ରିୟା
							ಉದಾಹರಣೆ : 
							ଅନ୍ଧାରରେ ଭ୍ରାନ୍ତ ଧାରଣା ହୋଇପାରେ
							
ಸಮಾನಾರ್ಥಕ : ମିଥ୍ୟା ଜ୍ଞାନ
ಅರ್ಥ : କାହା ପ୍ରତି ମନରେ ଉତ୍ପନ୍ନ ହୋଇଥିବା ଭୁଲ ଧାରଣା
							ಉದಾಹರಣೆ : 
							ଆପଣଙ୍କ ସହ ମିଶିବା ପରେ ମୋର ଭ୍ରାନ୍ତି ଦୂର ହୋଇଗଲା  ଆପଣ ଏହି ଭ୍ରାନ୍ତିରେ ରୁହନ୍ତୁ ନାହିଁ ଯେ ମୁଁ ଆପଣଙ୍କର କିଛି ଅନିଷ୍ଟ କରିପାରିବି ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
An understanding of something that is not correct.
He wasn't going to admit his mistake.