ಅರ್ಥ : ମଧ୍ୟ ଭାଗ ବା ସ୍ଥାନ
							ಉದಾಹರಣೆ : 
							ଘରର ମଝିରେ ଅଗଣା ଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ
							ಉದಾಹರಣೆ : 
							ଅଗଣାର ମଝିରେ ମନ୍ଦିର  ବରକୋଳିର ମଝିରେ ମଞ୍ଜି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
							ಉದಾಹರಣೆ : 
							ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
							
ಸಮಾನಾರ್ಥಕ : ଅନ୍ତବର୍ତ୍ତୀ, ମଝି, ମଧ୍ୟବର୍ତ୍ତୀ
ಇತರ ಭಾಷೆಗಳಿಗೆ ಅನುವಾದ :
Being neither at the beginning nor at the end in a series.
Adolescence is an awkward in-between age.