ಅರ್ಥ : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି
							ಉದಾಹರಣೆ : 
							ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି  ମୁଁ ନିଜ କାମରୁ ମୁକ୍ତ ହୋଇଗଲି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ବନ୍ଧା ହୋଇନାହିଁ
							ಉದಾಹರಣೆ : 
							ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
							
ಸಮಾನಾರ್ಥಕ : ଉନ୍ମୁକ୍ତ, ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
Not restrained or tied down by bonds.
unboundಅರ್ಥ : ଯେ ବଶକୁ ଆସେନାହିଁ
							ಉದಾಹರಣೆ : 
							ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ
							
ಇತರ ಭಾಷೆಗಳಿಗೆ ಅನುವಾದ :
Impossible to repress or control.
An irrepressible chatterbox.ಅರ್ಥ : (କବିତାର ସେହି ପ୍ରକାର) ଯାହାର ଶେଷ ପାଦର ଉପଧା ବା ଅନ୍ତାକ୍ଷର ମେଳ ହୁଏନାହିଁ
							ಉದಾಹರಣೆ : 
							ଏହା ମୁକ୍ତ ପଦାବଳୀର ପୁସ୍ତକ
							
ಸಮಾನಾರ್ಥಕ : ଅନ୍ତାକ୍ଷରହୀନ, ମେଳହୀନ
ಇತರ ಭಾಷೆಗಳಿಗೆ ಅನುವಾದ :