ಅರ್ಥ : ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ
							ಉದಾಹರಣೆ : 
							ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ  ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ
							
ಸಮಾನಾರ್ಥಕ : ମୁହଁ
ಇತರ ಭಾಷೆಗಳಿಗೆ ಅನುವಾದ :
The externally visible part of the oral cavity on the face and the system of organs surrounding the opening.
She wiped lipstick from her mouth.ಅರ್ಥ : ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ
							ಉದಾಹರಣೆ : 
							ଏହି ବୋତଲର ମୁହଁ ବହୁତ ସରୁଆ
							
ಸಮಾನಾರ್ಥಕ : ମୁହଁ
ಇತರ ಭಾಷೆಗಳಿಗೆ ಅನುವಾದ :
An opening that resembles a mouth (as of a cave or a gorge).
He rode into the mouth of the canyon.ಅರ್ಥ : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
							ಉದಾಹರಣೆ : 
							ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
The opening through which food is taken in and vocalizations emerge.
He stuffed his mouth with candy.ಅರ್ಥ : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
							ಉದಾಹರಣೆ : 
							ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :