ಅರ್ಥ : ଅନ୍ୟକୁ ମୋହିତ କରିବାର ଶକ୍ତି
							ಉದಾಹರಣೆ : 
							କିଛି ଲୋକଙ୍କର ଏଭଳି ବିଶ୍ୱାସ ଅଛି ଯେ କେତେକ ସାଧୁ ସନ୍ୟାସୀ ମୋହିନୀ ଶକ୍ତି ପ୍ରଭାବରେ ଲୋକଙ୍କୁ ନିଜର ବଶ କରିନିଅନ୍ତି
							
ಸಮಾನಾರ್ಥಕ : ମୋହିନୀ ଶକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
दूसरे को मोहित करने की शक्ति।
कुछ लोगों को ऐसा विश्वास है कि कुछ साधु-संन्यासी मोहनी के प्रभाव से लोगों को अपने वश में कर लेते हैं।ಅರ್ಥ : ସମୁଦ୍ର ମନ୍ଥନ ପରେ ଅମୃତ ବାଣ୍ଟିବା ସମୟରେ ବିଷ୍ଣୁ ଯେଉଁ ସ୍ତ୍ରୀ ବେଶ ଧାରଣ କରିଥିଲେ
							ಉದಾಹರಣೆ : 
							ସବୁ ଅସୁର ମୋହିନୀଙ୍କ ରୂପରେ ମୋହିତ ହୋଇଗଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଯେ ମୋହିତ କରେ
							ಉದಾಹರಣೆ : 
							ତାର ମୋହିନୀ ରୂପରେ ଯୁବକଟି ଫସିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
Capturing interest as if by a spell.
Bewitching smile.