ಅರ್ಥ : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
							ಉದಾಹರಣೆ : 
							କୃଷକଟି କ୍ଷେତର ଦେଖାରଖା କରୁଛି
							
ಸಮಾನಾರ್ಥಕ : ଦେଖାରଖା, ଦେଖାଶୁଣା, ସଂରକ୍ଷଣ, ହେପାଜତ
ಇತರ ಭಾಷೆಗಳಿಗೆ ಅನುವಾದ :
The activity of protecting someone or something.
The witnesses demanded police protection.ಅರ್ಥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
							ಉದಾಹರಣೆ : 
							ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
							
ಸಮಾನಾರ್ಥಕ : ଉପାୟ, ପ୍ରଯତ୍ନ, ବାଟ, ବିଧି, ମାର୍ଗ, ରାସ୍ତା, ସାଧନ
ಇತರ ಭಾಷೆಗಳಿಗೆ ಅನುವಾದ :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।ಅರ್ಥ : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
							ಉದಾಹರಣೆ : 
							ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
							
ಸಮಾನಾರ್ಥಕ : ଆଗ୍ରହ, ଉତ୍ସାହ, ଉଲ୍ଲାସ
ಇತರ ಭಾಷೆಗಳಿಗೆ ಅನುವಾದ :
A feeling of excitement.
enthusiasm