ಅರ್ಥ : ଅନ୍ୟଦ୍ୱାରା ଯାଞ୍ଚ କାମ କରାଇବା
							ಉದಾಹರಣೆ : 
							ଶିକ୍ଷକ ଉତ୍ତର ଖାତାଗୁଡ଼ିକୁ ନିଜ ଝିଅଦ୍ୱାରା ଯାଞ୍ଚ କରାଇଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନ୍ୟ କାହାଦ୍ୱାରା ମୂଲ୍ୟାୟନ କରାଇବା
							ಉದಾಹರಣೆ : 
							ଯନ୍ତ୍ରଣାରେ ପୀଡ଼ିତ ଜେଜେମା ତାଙ୍କ ଆଣ୍ଠୁ ପରୀକ୍ଷା କରେଇଲେ
							
ಸಮಾನಾರ್ಥಕ : ପରୀକ୍ଷା କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପରୀକ୍ଷଣଦେଇ ଗତିକରିବା
							ಉದಾಹರಣೆ : 
							ଆପଣ ପ୍ରଥମେ କୌଣସି ଭଲ ଚିକିତ୍ସକଙ୍କଦ୍ୱାରା ଭଲଭାବେ ଆପଣଙ୍କ ପରୀକ୍ଷା କରାନ୍ତୁ
							
ಸಮಾನಾರ್ಥಕ : ଟେଷ୍ଟ କରାଇବା, ପରୀକ୍ଷା କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी परीक्षण से गुजरना।
पहले आप किसी अच्छे चिकित्सक से अच्छी तरह से अपना परीक्षण कराइए।