ಅರ್ಥ : ଯୋଗଶାସ୍ତ୍ରର ଏକ ନିର୍ଦ୍ଦିଷ୍ଟ କର୍ମ ଯାହାଦ୍ୱାରା ଇନ୍ଦ୍ରିୟ-ନିଗ୍ରହ କରାଯାଏ
							ಉದಾಹರಣೆ : 
							ସେ ପ୍ରତିଦିନ ଯୋଗ କରନ୍ତି
							
ಸಮಾನಾರ್ಥಕ : ଇନ୍ଦ୍ରିୟ ସଂଯମ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆତ୍ମତତ୍ତ୍ବର ଚିନ୍ତନ କରୁକରୁ ଈଶ୍ବର ବା ପରମାତ୍ମାଙ୍କ ସହିତ ମିଶି ଏକ ହେବାର ଅବସ୍ଥା
							ಉದಾಹರಣೆ : 
							ବର୍ଷ ବର୍ଷ ଧରି ତପସ୍ୟା କରିବା ପରେ ଯୋଗୀଙ୍କୁ ଯୋଗ ପ୍ରାପ୍ତ ହେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
The way something is with respect to its main attributes.
The current state of knowledge.ಅರ್ಥ : ଗଣିତରେ ଯୋଗ କରୁଥିବା ଚିହ୍ନ
							ಉದಾಹರಣೆ : 
							ଏହି ଗଣିତର ପ୍ରଶ୍ନରେ ଯୋଗ ଚିହ୍ନ ପରିବର୍ତ୍ତେ ବିୟୋଗ ଚିହ୍ନ ଲଗାଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକରୁ ଅଧିକ ବସ୍ତୁ ଏକାଠି ମିଶିବାର ପ୍ରକ୍ରିୟା
							ಉದಾಹರಣೆ : 
							ଅମ୍ଳ ଓ କ୍ଷାରର ସଂଯୋଗରେ ଲବଣ ସୃଷ୍ଟି ହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଫଳିତ ଜ୍ୟୋତିଷ ଅନୁସାରେ କେତେକ ବିଶିଷ୍ଟ କାଳ ବା ଅବସର ଯାହା ସୂର୍ଯ୍ୟ ବା ଚନ୍ଦ୍ରଙ୍କର କିଛି ବିଶିଷ୍ଟ ସ୍ଥାନକୁ ଆସିବା କାରଣରୁ ହୁଏ
							ಉದಾಹರಣೆ : 
							ଯୋଗର ସଂଖ୍ୟା ସତେଇଶ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯୋଡ଼ି ହୋଇ ବା ଲାଗିକରି
							ಉದಾಹರಣೆ : 
							ସମାସରେ ସଂଯୁକ୍ତ ଶବ୍ଦ ଥାଏ
							
ಸಮಾನಾರ್ಥಕ : ଅବିଭକ୍ତ, ମିଶ୍ରିତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମ୍ମିଶ୍ରିତ
ಇತರ ಭಾಷೆಗಳಿಗೆ ಅನುವಾದ :
Being joined in close association.
Affiliated clubs.