ಅರ್ಥ : କୌଣସି ବସ୍ତୁଆଦିର ଗୁଣ ବା ଜ୍ଞାନ କେବଳ ଆଖିରେ ବୁଝିହୁଏ
							ಉದಾಹರಣೆ : 
							ସେ ଗୋରା ବର୍ଣ୍ଣର ଆମ ଗାଁ ମନ୍ଦିରର ରଙ୍ଗ ଧଳା
							
ಸಮಾನಾರ್ಥಕ : ବର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସେହି ପଦାର୍ଥ ଯେଉଁଥିରେ କୌଣସି ଜିନିଷକୁ ରଞ୍ଜିତ କରାଯାଏ
							ಉದಾಹರಣೆ : 
							ଏହି ଶାଢ଼ୀ ଲାଲ୍ ରଙ୍ଗରେ ରଞ୍ଜିତ ହୋଇଛି
							
ಸಮಾನಾರ್ಥಕ : ରଂଗ
ಇತರ ಭಾಷೆಗಳಿಗೆ ಅನುವಾದ :
Any material used for its color.
She used a different color for the trim.ಅರ್ಥ : ଲାଲ ରଙ୍ଗର ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ପ୍ରସାଧନ ସାମଗ୍ରୀ ଓଠ,ଗାଲ ଆଦିରେ ଲଗାଯାଏ
							ಉದಾಹರಣೆ : 
							ମନୋରମା ତା ଓଠରେ ଲିପଷ୍ଟିକ୍ ଲଗାଉଛି
							
ಸಮಾನಾರ್ಥಕ : ଲିପଷ୍ଟିକ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମାନବ ନିର୍ମିତ ରାସାୟନିକ ତରଳ ପଦାର୍ଥ ଯାହାଦ୍ୱାରା କୌଣସି ଜିନିଷକୁ ରଙ୍ଗ କରାଯାଏ
							ಉದಾಹರಣೆ : 
							ଚେୟାରର ରଙ୍ଗ ମଧ୍ୟ ଶୁଖି ନଥିଲା ଯେ ଛୁଆମାନେ ତା ଉପରେ ବସିଗଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :