ಅರ್ಥ : ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
							ಉದಾಹರಣೆ : 
							ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ  ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
							
ಸಮಾನಾರ್ಥಕ : ଅଚଳା, ଅବନୀ, ଧରଣୀ, ଧରା, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ମହୀ, ମାଟିମା’
ಇತರ ಭಾಷೆಗಳಿಗೆ ಅನುವಾದ :
सौर जगत का वह ग्रह जिस पर हम लोग निवास करते हैं।
चन्द्रमा पृथ्वी का एक उपग्रह है।