ಅರ್ಥ : କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା
							ಉದಾಹರಣೆ : 
							ଶୀଲା ମୋହନ ଘରେ  ରହିଗଲାଣି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା
							ಉದಾಹರಣೆ : 
							ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖରାପ ନ ହେବା
							ಉದಾಹರಣೆ : 
							ଫ୍ରିଜରେ  ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
							
ಸಮಾನಾರ್ಥಕ : ରହିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମ୍ପୂର୍ଣ୍ଣ ଆଦାୟ ନହେବା
							ಉದಾಹರಣೆ : 
							ହଜାରରୁ ଶହେ ଟଙ୍କା ରହିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାରଣରୁ କିଛି କାମ ନହେଇପାରିବା
							ಉದಾಹರಣೆ : 
							ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
							
ಸಮಾನಾರ್ಥಕ : ଛାଡ଼ିଦେବା
ಇತರ ಭಾಷೆಗಳಿಗೆ ಅನುವಾದ :