ಅರ್ಥ : ନିଜ ଅଧିକାର ଭୁକ୍ତ କରିବା
							ಉದಾಹರಣೆ : 
							ଅଶୋକ କଳିଙ୍ଗ ଉପରେ ବିଜୟପ୍ରାପ୍ତିକଲେ
							
ಸಮಾನಾರ್ಥಕ : ପାଇବା, ପ୍ରାପ୍ତି କରିବା, ହାସଲ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲାଭ ଉଠାଇବା
							ಉದಾಹರಣೆ : 
							ଠିକାଦାରମାନେ ଶ୍ରମିକମାନଙ୍କ ପରିଶ୍ରମର ଲାଭ ଉଠାନ୍ତି
							
ಸಮಾನಾರ್ಥಕ : ଫାଇଦା ନେବା, ଲାଭ ଉଠାଇବା, ସୁଫଳ ପାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ऐसा काम करना जिससे लाभ हो।
ठेकेदार मजदूरों की मेहनत का लाभ उठाते हैं।ಅರ್ಥ : କୌଣସି କାମଆଦିରେ ମୂଳ ଧନରୁ ଅଧିକ କମେଇବା
							ಉದಾಹರಣೆ : 
							ସେ ଫଳ ବେପାରରୁ ବହୁତ ଲାଭ କରୁଅଛି
							
ಸಮಾನಾರ್ಥಕ : ଲାଭାନ୍ୱିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी काम आदि में लागत से अधिक कमाना।
वह फल व्यापार के द्वारा बहुत ही लाभ कमाता है।