ಅರ್ಥ : ଗୋଟିଏ ବର୍ଣ୍ଣବୃତ୍ତ
							ಉದಾಹರಣೆ : 
							ଲୀଳାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ନଗଣ ଏବଂ ଗୋଟିଏ ଗୁରୁ ହୋଇଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ମାତ୍ରା ଛନ୍ଦ
							ಉದಾಹರಣೆ : 
							ଲୀଳାର ପ୍ରତ୍ୟେକ ପାଦରେ ବାରଟି ମାତ୍ରା ଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକ ମାତ୍ରା ଛନ୍ଦ ଯେଉଁଥିରେ ଚବିଶ ମାତ୍ରା ଥାଏ
							ಉದಾಹರಣೆ : 
							ଲୀଳାରେ ସାତଟି,ସାତଟି,ସାତଟି ଏବଂ ତିନିଟିର ବିରାମକୁ ନେଇ ଚବିଶଟି ମାତ୍ରା ହୋଇଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
एक मात्रिक छंद जिसमें चौबीस मात्राएँ होती है।
लीला में सात, सात, सात एवं तीन के विराम से चौबीस मात्राएँ होती हैं।ಅರ್ಥ : କେବଳ ମନୋରଞ୍ଜନ ନିମନ୍ତେ କରାଯାଉଥିବା କାମ
							ಉದಾಹರಣೆ : 
							ମାଆ ଯଶୋଦା ବାଳ କୃଷ୍ଣଙ୍କ ଲୀଳା ଦେଖି ବହୁତ ପ୍ରସନ୍ନ ହେଉଥିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
केवल मनोरंजन के लिए किया जानेवाला काम।
माँ यशोदा बाल कृष्ण की लीला देखकर बहुत प्रसन्न होती थीं।ಅರ್ಥ : ଅବତାରମାନଙ୍କର ବା ଦେବତାମାନଙ୍କର ଚରିତ୍ରର ଅଭିନୟ
							ಉದಾಹರಣೆ : 
							ରାମନବମୀ ଅବସରରେ ଗାଁରେ ରାମଲୀଳାର ଆୟୋଜନ କରାଯାଇଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
अवतारों या देवताओं के चरित्र का अभिनय।
रामनवमी के अवसर पर गाँव में राम की लीला का आयोजन किया गया है।ಅರ್ಥ : ଗର୍ବପୂର୍ବକ ନିଜର ହାବଭାବ ଦେଖାଇବା କ୍ରିୟା ବା ଭାବ
							ಉದಾಹರಣೆ : 
							ତାହାର ଠାଣିମାଣି ମୋତେ ଆକୃଷ୍ଟ କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :