ಅರ್ಥ : ନିଜ ଜିନିଷ ବା ପ୍ରାପ୍ୟ ଧନ ଅନ୍ୟ କାହାରି ଅଧିକାରକୁ ଚାଲିଯିବା ବା ରହିଯିବା
							ಉದಾಹರಣೆ : 
							ବଣ୍ଟାବଣ୍ଟି ସମୟରେ ଅନେକ ସମ୍ପତ୍ତି ଛପିଗଲା
							
ಸಮಾನಾರ್ಥಕ : ଛପିଯିବା, ହସ୍ତାନ୍ତର ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
अपनी चीज़ या प्राप्य धन का किसी दूसरे के अधिकार में चला जाना या रह जाना।
बँटवारे के समय बहुत सम्पत्ति दब गई।ಅರ್ಥ : ଅସ୍ତିତ୍ତ୍ୱରେ ନ ରହିବା
							ಉದಾಹರಣೆ : 
							ଧୀରେ ଧୀରେ ଜୀବମାନଙ୍କର ବହୁ ପ୍ରଜାତିଗୁଡ଼ିକ ବିଲୁପ୍ତ ହେଉଛନ୍ତି
							
ಸಮಾನಾರ್ಥಕ : ଅଦୃଶ୍ୟ ହେବା, ବିଲୁପ୍ତ ହେବା, ହଜି ଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
अस्तित्व में न रह जाना।
धीरे-धीरे जीवों की कई प्रजातियाँ विलुप्त हो रही हैं।