ಅರ್ಥ : ଶାଖାରୁ ବାହାରିଥିବା ଛୋଟ ଶାଖା
							ಉದಾಹರಣೆ : 
							ସେ ଗଛର ଏକ  ଶାଖା ଭାଙ୍ଗିଦେଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
							ಉದಾಹರಣೆ : 
							ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
							
ಸಮಾನಾರ್ಥಕ : ଡାଳ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ
							ಉದಾಹರಣೆ : 
							ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ
							
ಇತರ ಭಾಷೆಗಳಿಗೆ ಅನುವಾದ :