ಅರ್ಥ : ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ
							ಉದಾಹರಣೆ : 
							ଆକାଶରେ କଳା ବାଦଲ ଘେରି ରହିଛି  ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ
							
ಸಮಾನಾರ್ಥಕ : ଅମ୍ବର, ଆକାଶ, ଖଗୋଳ, ଗଗନ, ଦ୍ୟୋ, ନଭ, ବ୍ୟୋମ, ମହାଶୂନ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
खुले स्थान में ऊपर की ओर दिखाई देने वाला खाली स्थान।
आकाश में काले बादल छाये हुए हैं।The atmosphere and outer space as viewed from the earth.
skyಅರ್ಥ : କ୍ରିକେଟ୍ ଖେଳରେ ଜଣେ ବ୍ୟାଟ୍ସ୍ ମ୍ୟାନ୍ କୌଣସି ରନ୍ ନକରି ପାଇଥିବା ସ୍କୋର୍
							ಉದಾಹರಣೆ : 
							ଏହି ଇନିଂସରେ ତାକୁ ଶୂନ୍ୟ ରନ୍ ମିଳିଲା
							
ಸಮಾನಾರ್ಥಕ : ଡକ୍
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ,ଗୁଣ ଆଦିରେ ଶୂନ୍ୟ ବା ହୀନ
							ಉದಾಹರಣೆ : 
							ବର୍ଷା ଅଭାବରୁ ଏହି ପୋଖରୀ ଜଳ ବିହୀନ ହୋଇଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
							ಉದಾಹರಣೆ : 
							ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
Holding or containing nothing.
An empty glass.