ಅರ್ಥ : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
							ಉದಾಹರಣೆ : 
							କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
							
ಸಮಾನಾರ್ಥಕ : ଗଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶୋଇକରି ଶରୀର ଏବଂ ମସ୍ତିସ୍କକୁ ବିଶ୍ରାମ ଦେଉଥିବା ନିଦ୍ରିତ ଅବସ୍ଥାରେ ରହିବା
							ಉದಾಹರಣೆ : 
							ହାଲିଆ ହୋଇଥିବାରୁ ସେ ଆଜି ଜଲ୍ଦି ଶୋଇପଡ଼ିଲେ
							
ಸಮಾನಾರ್ಥಕ : ନିଦ୍ରାଯିବା, ଶୟନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :