ಅರ್ಥ : କୌଣସି କାମ ଆରମ୍ଭ କରିବା ବା ନ କରିବା, ହେଉଅଛି ବା ହେଉନାହିଁ, କିମ୍ବା କୌଣସି ଅବସ୍ଥାରେ ପହଞ୍ଚିଚି ଏହାର ସୂଚକ
							ಉದಾಹರಣೆ : 
							ମଟର ଗାଡ଼ି ଚଲେଇବା ସମୟରେ ସିଗ୍ନାଲ ଉପରେ ଧ୍ୟାନ ଦେବା ଦରକାର
							
ಸಮಾನಾರ್ಥಕ : ସିଗ୍ନାଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା
							ಉದಾಹರಣೆ : 
							ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ
							
ಸಮಾನಾರ್ಥಕ : ଅଙ୍ଗଭଙ୍ଗୀ, ଇଙ୍ଗିତ, ଠାର
ಇತರ ಭಾಷೆಗಳಿಗೆ ಅನುವಾದ :
A deliberate and vigorous gesture or motion.
gesticulationಅರ್ಥ : ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି
							ಉದಾಹರಣೆ : 
							ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
Special design or visual object representing a quality, type, group, etc..
emblem