ಅರ್ಥ : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
							ಉದಾಹರಣೆ : 
							ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
							
ಸಮಾನಾರ್ಥಕ : ଉତ୍ପନ୍ନ ହେବା, ଘଟିବା, ପରିଣତ ହେବା, ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Arrive at a certain condition through repeated motion.
The stitches of the hem worked loose after she wore the skirt many times.