ಅರ್ಥ : ତିଆରି କରାଇବାର କାମ
							ಉದಾಹರಣೆ : 
							ସାଇକେଲ ସଜାଡ଼ିବାପାଇଁ ଏକ ଘଣ୍ଟା ଲାଗିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
The act that results in something coming to be.
The devising of plans.ಅರ್ಥ : ଏହା ଦେଖିବା ଯେ କୌଣସି ବସ୍ତୁ ଠିକ୍ ଅଛି କି ନାହିଁ
							ಉದಾಹರಣೆ : 
							ନିଜର ଲୁଗା ସମ୍ଭାଳ
							
ಸಮಾನಾರ್ಥಕ : ସମ୍ଭାଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭଙ୍ଗାରୁଜା ଜିନିଷକୁ ପୁଣି ଠିକ୍ ଅବସ୍ଥା ବା ରୂପକୁ ଆଣିବା
							ಉದಾಹರಣೆ : 
							ଘଣ୍ଟା ମରାମତବାଲା ଘଣ୍ଟା ମରାମତି କରୁଛି
							
ಸಮಾನಾರ್ಥಕ : ଠିକ୍ କରିବା, ମରାମତି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
टूटी-फूटी चीज़ को पुनः ठीक दशा या रूप में लाना।
घड़ीसाज घड़ी की मरम्मत कर रहा है।ಅರ್ಥ : ଠିକ୍ ରୂପେ ବ୍ୟବସ୍ଥିତ କରିବା ବା ଠିକ୍ ସ୍ଥାନରେ ରଖିବା
							ಉದಾಹರಣೆ : 
							ଶ୍ୟାମ ତା କୋଠରୀରେ ଅସଜଡ଼ା ଜିନିଷଗୁଡ଼ିକୁ ସଜାଡ଼ୁଥିଲା
							
ಸಮಾನಾರ್ಥಕ : ସୁବ୍ୟବସ୍ଥିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह से व्यवस्थित करना या नियत स्थान पर रखना।
श्याम कमरे में बिखरी हुई वस्तुओं को सुव्यवस्थित कर रहा है।Put (things or places) in order.
Tidy up your room!.