ಅರ್ಥ : କୌଣସି ସମସ୍ୟା ଆଦିର ସମାଧାନ କରିବା
							ಉದಾಹರಣೆ : 
							ମୁଁ ମୋ ସମସ୍ୟାର ସମାଧାନ କରୁଛି
							
ಸಮಾನಾರ್ಥಕ : ନିରାକରଣ କରିବା, ପ୍ରତିକାର କରିବା, ମୀମାଂସା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Find the solution to (a problem or question) or understand the meaning of.
Did you solve the problem?.ಅರ್ಥ : ନିର୍ଣ୍ଣିତ ବା ମୀମାଂସିତ ହେବା
							ಉದಾಹರಣೆ : 
							ସରକାରୀ ମାମଲାରଗୁଡ଼ିକ ବଡ଼ ମୁସ୍କିଲରେ ସମାଧାନ ହୁଏ
							
ಸಮಾನಾರ್ಥಕ : ନିର୍ଣ୍ଣିତ ହେବା, ମୀମାଂସିତ ହେବା, ସମାଧାନ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥାକୁ ସ୍ଥିର ବା ନିର୍ଣ୍ଣୟ କରିବା
							ಉದಾಹರಣೆ : 
							ଜେଜେ ଗଣ୍ଡଗୋଳର ମୀମାଂସା କରୁଛନ୍ତି
							
ಸಮಾನಾರ್ಥಕ : ବୁଝାଶୁଝା କରିବା, ମୀମାଂସା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात आदि को तय करना या उसका निर्णय करना।
दादाजी झगड़ा निपटा रहे हैं।